Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୬ ସ୍ଥିତ ସାରଳାମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେ ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି

Raurkela M, Sundargarh | Sep 9, 2025
ସେପ୍ଟେମ୍ବର ୯ତାରିଖ ସନ୍ଧ୍ୟା ୭ଟା ସମୟରେ ସେକ୍ଟର ୬ ସ୍ଥିତ,ସାରଳାମନ୍ଦିର ପ୍ରାଙ୍ଗଣରେ ରାଉରକେଲାର ନିଖିଳ ଉତ୍କଳ କୈବର୍ତ୍ତ ସମାଜ ୨୬ତମ ପ୍ରତିଷ୍ଠା ଦିବସ- ମହାସମାରୋହରେ ପାଳନ କରିଛି, ଏଇ ଅବସରରେ କବି ତଥା ସାମ୍ବାଦିକ ସଂଘ,ରାଉରକେଲାର ଉପସଭାପତି ନିକୁଞ୍ଜ ବିହାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ବକ୍ତବ୍ୟରେ କହିଲେ,ନିଜ ଜାତିପ୍ରିତି ଭଲପାଇବା ସହ ନିଜର ଜାତିକୁ ନେଇ ଗର୍ବ କରିବା କଥା, ଓ ଆଗପିଢୀକୁ ମଧ୍ୟ ନିଜ ଜାତିର ମହାନ୍ତତା ଉପରେ ଜଣାଇବା ଉଚିତ,କୈବର୍ତ୍ତ ସମାଜ ବହୁ ପୁରାତନ ବୋଲି ମତ ଦେଇ,ଏକ ପ୍ରସଙ୍ଗ ମାଧ୍ୟମରେ ବୁଝାଇଥିଲେ ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ samp
Read More News
T & CPrivacy PolicyContact Us