This browser does not support the video element.
ଖଲ୍ଲିକୋଟ୍: ଭେଜିପୁଟ ଷ୍ଟେସନ ରୋଡ ରେ ଘର ଭିତରୁ ସାଇକଲ ଚୋରି ଘଟଣାର ସିସି ଟିଭି ଫୁଟେଜ ଭାଇରାଲ
Khalikote, Ganjam | Aug 24, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଷ୍ଟେସନ ରୋଡ ରେ ଏକ ଘର ଭିତରୁ ସାଇକଲ ଚୋରି ଘଟଣାର ସି ସି ଟିଭି ଫୁଟେଜ ଆଜି ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ଭେଜିପୁଟ ଷ୍ଟେସନ ରୋଡ ରେ ଥିବା ଜଣେ ବ୍ୟକ୍ତି ଙ୍କ ଘର ଭିତରୁ ଏକ ସାଇକଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଆଜି ରାତି ୮ ଟା ସମୟରେ ଉକ୍ତ ଚୋରି ଘଟଣାର ସିସି ଟିଭି ଫୁଟେଜ ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।