This browser does not support the video element.
ତେଲକୋଇ: ସଲେଇକେନା ବିଦ୍ୟାଳୟ ରେ ଗଣେଶଙ୍କ ଆଳତି ସମୟରେ ଟଳିପଡ଼ିଲେ ଶିକ୍ଷକ , ଏମିତିବି ମୃତ୍ୟୁ ଆସେ
Telkoi, Kendujhar | Aug 27, 2025
ସଲେଇକେନା ବିଦ୍ୟାଳୟ ରେ ଗଣେଶଙ୍କ ଆଳତି ସମୟରେ ଟଳିପଡ଼ିଲେ ଶିକ୍ଷକ , ଏମିତିବି ମୃତ୍ୟୁ ଆସେ ଆଜି ବିଘ୍ନ ବିନାଶକଙ୍କ ପୂଜା ଚାଲିଥିବା ସମୟରେ ତେଲକୋଇ ବ୍ଲକ ସଲେଇକନା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଚନ୍ଦନ ଜେନା ପୂଷ୍ପାଞ୍ଜଳୀ ସମୟରେ ହଠାତ ଟଳିପଡ଼ିଲେ , ତାଙ୍କୁ ସଙ୍ଗେ ସଙ୍ଗେ ତେଲ କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡ଼ାକ୍ତର । ଆଜି ଅପରାହ୍ନ ଗୋଟାଏ ସମୟର ସୂଚନା ।