Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ନୃସିଂହ ମନ୍ଦିର ଉପରେ ଚଢି ମୁଖ୍ୟ ମନ୍ଦିର ଉପରେ ଚଢିଲେ ବ୍ୟକ୍ତି l ସୁରକ୍ଷା କର୍ମିଙ୍କ ଦ୍ୱାରା ଉଦ୍ଧାର ସିଂହଦ୍ୱାର ଥାନାରେ ଅଟକ

Puri M, Puri | Aug 22, 2025
ଶ୍ରୀମନ୍ଦିର ନୃସିଂହ ମନ୍ଦିର ଉପରେ ଚଢି ମୁଖ୍ୟ ମନ୍ଦିର ଉପରେ ଚଢିଲେ ବ୍ୟକ୍ତି l ଉକ୍ତ ବ୍ୟକ୍ତି ଙ୍କ ନାମ ମନୋଜ ସିଂ. ସେ ଉତ୍ତର ପ୍ରଦେଶର ଲାଲଗଞ୍ଜ ଥାନା ଅଧିନର ବ୍ୟକ୍ତି ବୋଲି ଜଣାପଡିଛି l ସେ ମୁଖ୍ୟ ମନ୍ଦିରକୁ ଚଢିଵା ସମୟରେ ଧରିଛନ୍ତି ପୋଲିସ ଓ ଜେଟିପି l ମନୋଜ ସିଂକୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ ଅଧିକ ପଚରା ଉଚରା କରାଯାଉଛି l ତେବେ ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ। ଏବେ ତାଙ୍କୁ ପୁରୀ ପୋଲିସ ସିଂହଦ୍ୱାର ଥାନାରେ ଜେରା କରୁଛି.
Read More News
T & CPrivacy PolicyContact Us