This browser does not support the video element.
ବଲାଙ୍ଗୀର: ଜଗନ୍ନାଥ ପଡା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ
Balangir, Balangir | Sep 3, 2025
ବଲାଙ୍ଗୀର ଜଗନ୍ନାଥ ପଡ଼ାରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ଆଜି ରାତି 7ଟା ସମୟରେ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏହି ଅବସରରେ ଜଗନ୍ନାଥ ପଡ଼ା ଦୂର୍ଗାପୂଜା କମିଟିର ସଭାପତି ଚତୁର୍ଭୁଜ ରାଉତ ପୂଜାର ଆରମ୍ଭ କରିଥିଲେ। ସହରର ପ୍ରମୁଖ ସାର୍ବଜନୀନ ପୂଜାମଣ୍ଡପଗୁଡିକ ମଧ୍ୟରୁ ଜଗନ୍ନାଥ ପଡ଼ା ଦୂର୍ଗାପୂଜାର ବିଶେଷ ପରିଚୟ ରହିଛି। ସ୍ଥାନୀୟ ଲୋକଙ୍କ ଉତ୍ସାହ ଓ ଶ୍ରଦ୍ଧାରେ ପାଳିତ ହେଉଥିବା ଏହି ପୂଜାରେ, ଜଗନ୍ନାଥ କ୍ଳବ୍ ର ସମସ୍ତ ସଭ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ପୂଜା ପାଳନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଆଲୋକ ସଜ୍ଜା,