Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ନେଇ ତୀର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Jagatsinghapur, Jagatsinghpur | Sep 5, 2025
ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ନେଇ ତୀର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆଜି ଦିନ 2ଟା ସମୟରେ ତାରପୁରସ୍ଥିତ କବିତା ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ପିସିସି ସଭ୍ୟ ଦେବପ୍ରସାଦ ନାୟକ , ବେଦଦ୍ୟୁତି ପୃଷ୍ଟି ଓ ବହୁ ବରିଷ୍ଠ କଂଗ୍ରେସ ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ସମ୍ପର୍କରେ ଆଲୋଚନା କରିଥିଲେ
Read More News
T & CPrivacy PolicyContact Us