This browser does not support the video element.
ବୀରମହାରାଜପୁର: କାନପୁର ଡେମୂଲ ସ୍ଥିତ ମେଳଣ ପଡିଆ ରେ ମହିଷାସୁର ରାଜ ସମାପ୍ତ
ବିରମହାରାଜ ପୁର
Biramaharajpur, Subarnapur (Sonepur) | Oct 8, 2025
ଅଶ୍ୱିନ ପୂର୍ଣ୍ଣମୀ ଯାତ୍ରା -୨୦୨୫ ଅବସରରେ ଅନୁଷ୍ଠିତ ସାଂସ୍କୃତିକ ଦରବାର ମହିଷାସୁର ଦରବାର କାନପୁର ଡେମୂଲ ସ୍ଥିତ ମେଳଣ ପଡିଆ ରେ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖରେ ସମାପ୍ତ ହୋଈଯାଇଛି। ଅନ୍ତିମ ରଜନୀ ରେ ରାଜ ଅତିଥି ଭାବରେ ବ୍ଲକ୍ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ,ଉପଦେଷ୍ଟା ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ହିଲୁଙ୍ଗ ସରପଞ୍ଚ ବନିତା ସେଠୀ, ସାମାଜିକ କର୍ମୀ ମୀନକେତନ ମହାକୁର,କମଳ ଲୋଚନ କର୍ମୀ, ବିପିନ୍ ପଣ୍ଡା ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ବାଦ ଦାତା ସତ୍ୟବାନ୍ ପୁରୋହିତ ଓ ନୀଳ କମଳ ମିଶ୍ରଙ୍କୁ ସମ୍ମାନିତ