Download Now Banner

This browser does not support the video element.

ସୋନପୁର: ଜଙ୍ଗଲୀ ଯନ୍ତୁ ଶିକାର କରିବା ପଡିଲା ମହଙ୍ଗା, ବାସଲାଟ ଜଙ୍ଗଳରୁ ବିଦ୍ୟୁତ ତାରଏବଂ ଜାଲ ଜବତ ସହ ୪ ଜଣ ଗିରଫ

Sonapur, Subarnapur (Sonepur) | Aug 31, 2025
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 1.5 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛିପୁର ସେକ୍ସନ ପକ୍ଷରୁ ରାତ୍ରି କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ,ବସଲାଟ ରିଜର୍ଭ ଜଙ୍ଗଲରେ ବନ ବିଭାଗ ଚଢାଉ କରି ଜନ୍ତୁ ଶିକାର ପାଇଁ ବିଛାଇ ଯାଇଥିବା ବିଦ୍ୟୁତ ତାର ଏବଂ ଜାଲ ଜବତ କରିବା ସହ ୪ ଜଣ ଶିକାରୀ ଙ୍କୁ ଗିରଫ କରିଛି l ସୁଚନା ଅନୁସାରେ ଲଛିପୁର ରେଞ୍ଜ ବସଲାଟ ଜଙ୍ଗଲ ରେ ଶିକାରୀ ମାନେ ଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ୍ ତାର ଓ ଜାଲ ବିଛାଇ ଥିବା ବନବିଭାଗ ସୂଚନା ପାଇଥିଲା l
Read More News
T & CPrivacy PolicyContact Us