This browser does not support the video element.
ମହୁଲପାଲି: ଡଙ୍ଗାଯୋର ଫଟାଟାଙ୍ଗର ଗ୍ରାମ ରେ ପାରମ୍ପରିକ ଚାଷ କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ
Mahulpalli, Sambalpur | Sep 23, 2025
ବାମରା ବ୍ଲକ କେଶାଇବାହଲ୍ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଯୋର ଫଟାଟାଙ୍ଗର ଗ୍ରାମ ରେ ମଙ୍ଗଳବାର ଦିନ କୁଚିଣ୍ଡା ଆଇଟିଡ଼ିଏ ପକ୍ଷରୁ ଓଡ଼ିଶା ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଦ୍ଵାରା ଏକ ଚାଷ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାଷୀ ମାନଙ୍କୁ ପାରମ୍ପରିକ, ଜୈବିକ ଓ ପ୍ରାକୃତିକ ଚାଷ ବିଷୟ ରେ ବୁଝାଇବା ସହ ଚାଷ ର ପୁନରୁଦ୍ଧାର, ଜିବାମୃତ ଓ ବିଯାମୃତ ପ୍ରସ୍ତୁତି ନେଇ ତାଲିମ ପ୍ରଦାନ କରାଯାଇଥିଲା। ପରେ ଚାଷୀ ମାନେ ପାରମ୍ପରିକ ବିହନ ଅଦଳ ବଦଳ କରିଥିଲେ।