This browser does not support the video element.
ବଲାଙ୍ଗୀର: ରେମେଣ୍ଡା ଗ୍ରାମରେ ସର୍ପ ଦଂଶନରେ ବୃଦ୍ଧାଙ୍କ ମୃତ୍ୟୁ
Balangir, Balangir | Sep 3, 2025
ରେମେଣ୍ଡା ଗ୍ରାମରେ ସର୍ପ ଦଂଶନରେ ବୃଦ୍ଧା ଙ୍କ ମୃତ୍ୟୁ ବଲାଙ୍ଗୀର ଜିଲ୍ଲା ରେମେଣ୍ଡା ଗ୍ରାମରେ ସର୍ପ ଦଂଶନରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ବନବାସୀ ରଣା ବୋଲି ଜଣାପଡ଼ିଛି । ସେ ଗ୍ରାମର ଜଣେ ଲୋକଙ୍କ ବିଲରେ ଘାସ କାଟୁଥିବା ବେଳେ ହଟାତ୍ ଏକ ବିଷାକ୍ତ ସାପ ଚୋଟ ମାରିଥିଲା । ସାପର ତୀବ୍ର ବିଷରେ ସେ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ୍କୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ସେଠାରେ ମୃତ ଘୋଷଣା କରିଛନ୍ତି । ପରବର୍ତ୍ତୀକାଳରେ ମୃତଦେହକୁ ବ୍ୟବଛେଦ ପାଇଁ ଭୀମ ଭୋଇ ମେଡିକାଲର ବ୍ୟବଛେଦ କେନ୍ଦ୍ରକୁ ପଠାଯାଇଥିବା ପରିବାର ଲୋକେ