This browser does not support the video element.
କେ ନୂୂଆଗାଁ: ବାଲିଗୁଡ଼ା ସହରରେ ବିଜେପି ପୋଷ୍ଟର ଚିରିବା ନେଇ ଥାନାର ଦ୍ୱରସ୍ଥ ହେଲା ନଗର ବିଜେପିର ଏକ ଟିମ
Nuagaon, Kandhamal | Oct 17, 2024
ଗୁରୁବାର ଦିନ ୧୧ ଟା ସମୟରେ ବାଲିଗୁଡ଼ା ସହରରେ ବିଜେପି ପୋଷ୍ଟର ଚିରିବା ନେଇ ଥାନା ର ଦ୍ୱରସ୍ଥ ହୋଇଛନ୍ତି ନଗର ବିଜେପି । ସୁଚନା ଅନୁସାରେ ଗତକାଲି ବାଳମ୍ବିତ ରାତିରେ କିଛି ବିଶୃଙ୍ଖଳିତ ବ୍ୟକ୍ତି ପାର୍କ ଛକରେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ତାଙ୍କ ଦୁଇ ପ୍ରତିନିଧି ତଥା ରଞ୍ଜିତ ସାହୁ ଏବଂ ଆଦିକନ୍ଦ ପଟ୍ଟନାୟକ ଙ୍କ ଫୋଟ ଥିବା ବ୍ୟାନର କୁ ଚିରି ଫାଡି ଦେଇଛନ୍ତି । ଯାହାକୁ ଭିତି କରି ବାଲିଗୁଡା ଥାନା ରହିଥିଲେ ନଗର ବିଜେପି ସଭାପତି ଦିବାକର ସାହୁ ଏବଂ ତାଙ୍କ ଟିମ୍ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ହୋଇ ପ