Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ ବିଜୟ କୁମାର ମିଶ୍ର

Sukinda, Jajpur | Sep 10, 2025
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ସିଡିଏମଓ ବିଜୟ କୁମାର ମିଶ୍ର ପହଞ୍ଚି ବିଭିନ୍ନ ବିଭାଗକୁ ଯାଇ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିଡିଏମଓ ବିଜୟ କୁମାର ମିଶ୍ରଙ୍କ ସହିତ PPM ମାନସ ସାମଲ ମଧ୍ୟ ସମସ୍ତ କାର୍ଯ୍ୟ ପରିଚାଳନାର ସ୍ଥିତି ଅନୁଧ୍ୟାନ କରିଥିଲେ । ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରୀ ଡାକ୍ତର ଜୟଦେବ ନନ୍ଦ ସିଡିଏମଓ ବିଜୟ କୁମାର ମିଶ୍ର ଓ PPM ମାନସ ସାମଲଙ୍କୁ ବିଭିନ୍ନ ବିଭାଗକୁ ନେଇ ସମସ୍ତ କାର୍ଯ୍ୟ ଓ ସମସ୍ୟା ବାବଦରେ ଅବଗତ କରାଇଥିବା ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us