Install App
basantabiridi1972
This browser does not support the video element.
ବିରିଡି: ଆଜି ମଧ୍ୟାହ୍ନ ୧ଟାରେ ବାସନ୍ଦରା ପଂଚାୟତରେ ବିଜେଡିର ବାଇକ ରାଲି, ଯୋଗଦେଲେ ଜିଲ୍ଲା ସଭାପତି, ସାଂସଦ, ବିଧାୟକ ପ୍ରାର୍ଥୀ
Biridi, Jagatsinghpur | Apr 15, 2024
ଆଜି ମଧ୍ୟାହ୍ନ ୧ଟାରେ ବାସନ୍ଦରା ପଞ୍ଚାୟତରେ ବିଜେଡି ଦଳ ପକ୍ଷରୁ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି, ଏଥିରେ ଜିଲ୍ଲା ସଭାପତି ରବିନାରାୟଣ ଜେନା, ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଯୋଗଦେଇ ପ୍ରତିଗାଁ କୁ ଯାଇ ଭୋଟ ପ୍ରଚାର କରିଥିଲେ l ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ଶଙ୍ଖଚିନ୍ହରେ ଭୋଟ ଦେବାକୁ ଅନୁରୋଧ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!