This browser does not support the video element.
ସୁକିନ୍ଦା: ସୁକିନ୍ଦାରେ ମାଙ୍କଡ କାମୁଡାରେ ୬ ବର୍ଷର ଶିଶୁ ପୁତ୍ର ଆହତ
Sukinda, Jajpur | Sep 13, 2025
ସୁକିନ୍ଦା ମେଡ଼ିକାଲ ଛକ ବାସିନ୍ଦା କ୍ଷୀରୋଦ କୁମାର ଗୋଛାୟତଙ୍କ 6 ବର୍ଷର ଶିଶୁ ପୁତ୍ର ଇନ୍ଦ୍ରଜିତ ଗୋଚ୍ଛାୟତଙ୍କ ଗୋଡ଼କୁ ମାଙ୍କଡ କାମୁଡି ଦେବା ଫଳରେ ସେ ଆହତ ହୋଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଶୁକ୍ରବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।