This browser does not support the video element.
ଢେଙ୍କାନାଳ ସଦର: ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସହରରେ ଶୋଭାଯାତ୍ରା
Dhenkanal Sadar, Dhenkanal | Sep 5, 2025
ଢେଙ୍କାନାଳ ସହରରେ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟା ବେଳେ ମୁସଲମାନ ଭାଇମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସହରରେ ଥିବା ସମସ୍ତ ମୁସଲମାନମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ଆଜି ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ମନେ ପକେଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା I