Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ସହରରେ ଥିବା କିଡ଼ନୀ ରୋଗୀଙ୍କ ଦାଈଲୋସିସ ସେଣ୍ଟର ଆଗରେ ଆଣ୍ଠୁଏ ପାଣି

Baudh Sadar, Boudh (Bauda) | Sep 6, 2025
ଆଜି ସକାଳ ୮.୩୦ସମୟରେ ବୌଦ୍ଧ ସହର ସ୍ଥିତ କିଡ଼ନୀ ରୋଗୀଙ୍କ ପାଇଁ ଥିବା ଡାଇଲସିସ ସେଣ୍ଟର ଆଗରେ ଆଣ୍ଠୁଏ ପାଣି l ବୌଦ୍ଧ ଜିଲ୍ଲା ବର୍ତ୍ତମାନ କିଡ଼ନୀ ରୋଗୀଙ୍କ ସଂଖ୍ୟା ଚରମ ସୀମାରେ ପହଞ୍ଚିଛି l ପେତିଦିନ ବୌଦ୍ଧ ଓ଼ ଏହାର ଆଖ ପାଖ ଅଞ୍ଚଳରୁ କୀଡୀନି ରୋଗୀ ମାନେ ଡାଇଲସିସ ପାଇଁ ଆସି ଥାନ୍ତି l କିନ୍ତୁ ବୌଦ୍ଧ ଜିଲାର ପ୍ରଶାସନିକ ସ୍ଥଳରେ ଉଦାରସିନ ମନୋଭାବ ଯୋଗ,ସାମାନ୍ୟ ବର୍ଷାରେ ଏହି ସେଣ୍ଟରରେ ପାଣି ଜାମା ପାଲିଟି ଯାଇଥାଏ l ରୋଗୀଙ୍କ ଡାଇଲସିସ ହେଉଥିବାରୁ ଓ଼ ସେମାନେ ଇଂଫେକଟେଡ଼ ହେବାର ସମ୍ଭାବନା ରହିଛି l ଏନେଇ ସମାଜ ସେବି ବିକାଶ ମହାକୁଡ଼ ନିଜର ପ୍ରତିକ୍ରିୟା ରଖିଛନ୍ତି
Read More News
T & CPrivacy PolicyContact Us