Download Now Banner

This browser does not support the video element.

ଜି ଉଦୟଗିରି: ପ୍ରଫେଡ ମହମ୍ମଦ ଙ୍କ ଜନ୍ମ ଦିନ ଆଜି ଜି ଉଦୟଗିରି ଠାରେ ପାଳନ, ସୁରକ୍ଷା ବ୍ୟବସ୍ଥା କଡାକଡି

G Udayagiri, Kandhamal | Sep 5, 2025
ପ୍ରଫେଡ ମହମ୍ମଦ ଙ୍କ ଜନ୍ମ ଦିନ ଆଜି ଜି ଉଦୟଗିରି ଠାରେ ପାଳନ ହୋଇଅଛି. ଏକ ବିରାଟ ଶୋଭାଯାତ୍ରା ରେ ସାରା ସହର ପରିକ୍ରମା କରିଥିଲେ. ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା.
Read More News
T & CPrivacy PolicyContact Us