This browser does not support the video element.
ପୁରୀ ମ୍ୟୁନିସିପାଲଟି: ୟୁଥହଷ୍ଟେଲ ରେ ଶ୍ରୀପର୍ଣ୍ଣା ସାହିତ୍ୟ ସଂସଦ, ଶ୍ରୀପର୍ଣ୍ଣା ପ୍ରକାଶନୀ, ପୁରୀ ଆନୁକୂଲ୍ୟରେ ଏକ ସାରସ୍ୱତ ଆସର ଅନୁଷ୍ଠିତ l
Puri M, Puri | Aug 28, 2025
ଏହି ଉତ୍ସବକୁ ସଭାପତି ଡ଼କ୍ଟର ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ,ମୁଖ୍ୟଅତିଥି ଓଡ଼ିଶାର ବିଶିଷ୍ଟ ଲେଖକ, ଅନୁବାଦକ, ଗାଳ୍ପିକ, ଔପନ୍ୟାସିକ ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନୁହୁର ),ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଲଷ୍ମୀକାନ୍ତ ଖୁଣ୍ଟିଆ, ଡ଼କ୍ଟର ଶ୍ରୀଯୁକ୍ତ ଦିଲୀପ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ,ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଲଷ୍ମୀକାନ୍ତ ତ୍ରିପାଠୀ, ମଞ୍ଚ ସଂଯୋଜକ କବି ଶ୍ରୀଯୁକ୍ତ ପୁରୁଷୋତ୍ତମ ନନ୍ଦ, କବୀ ଶ୍ରୀମତୀ ସୁଜାତା ସିହ୍ନା, ଗୌରାଙ୍ଗ ଚରଣ ଦାସ ଏବଂ ସମ୍ପାଦକ ଉମାକାନ୍ତ ମହାପାତ୍ର ଉଦଘାଟନ କରିଥିଲେ l