This browser does not support the video element.
ଜୟପୁର: ପାଇଲ ସାହି ସ୍ଥିତ ସରକାରୀ ପୌରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ଶିବିର
Jeypore, Koraput | Sep 1, 2025
ସରକାରୀ ପୌରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ଶିବିର, ପ୍ରଦିପ କୁମାର ମହନ୍ତ, ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ତତ୍ବୋବଧାନରେ ଆଜି ଅପରାହ୍ନ 4ଟାରେ ପୋକ୍ସ ଆଇନ ଏବଂ ଏସିଡି ଆକ୍ରମଣ ପ୍ରତିକାର ଏବଂ ନିରାକରଣ ବିଷୟବସ୍ତୁ ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବାପ୍ରାଧିକରଣ, କୋରାପୁଟ-ଜୟପୁର ଯୋଗଦେଇଥିଲେ।