This browser does not support the video element.
କୋଟପାଡ: ବୈପାରୀଗୁଡା ଲେମ୍ପସ ଲାର୍ଯ୍ୟାଳୟ ଆଗରେ ସାର ପାଇଁ ଚାଷୀ ଠେଲାପେଲା
Kotpad, Koraput | Sep 8, 2025
ବୈପାରୀଗୁଡା ଲେମ୍ପସ ଲାର୍ଯ୍ୟାଳୟ ଆଗରେ ଲାଗିଛି ଚାଷୀଙ୍କ ଲମ୍ବା ଧାଡ଼ି l ସମବାର ମଧ୍ୟାହ୍ନ ବାରଟା ସମୟରେ ସାର ପାଇଁ ଚାଷୀ ଠେଲାପେଲା ପରିସ୍ଥିତି ଉପୁଜିଛି l ଲେମ୍ପସ କାର୍ଯ୍ୟାଳୟର ସଂକୀର୍ଣ୍ଣ ପାହାଚ ରାସ୍ତାରେ ଚାଷୀଙ୍କ ଠେଲାପେଲା ପରିସ୍ଥିତି ଉପୁଜିଛି l ଖବର ପାଇ ଘଟଣା ସ୍ଥଳେରେ ତହସିଲଦାର ସିଗ୍ଧା ରାଣୀ ଚୌଧୁରୀ ଏବଂ ପୋଲସ ପହଂଚିନ୍ତି l ଭିଡ଼କୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି