Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୪ ସ୍ଥିତ ରାଉରକେଲା କଲେଜରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି

Raurkela M, Sundargarh | Aug 1, 2025
ଅଗଷ୍ଟ ୧ତାରିଖ ସକାଳ ୧୧ଟା ସମୟରେ ସେକ୍ଟର ୪ ସ୍ଥିତ ରାଉରକେଲା କଲେଜରେ ମହାସମାରୋହରେ ସମ୍ବଲପୁରୀ ଦିନ ପାଳନ ଅବସରରେ କଲେଜ ଅଧ୍ୟକ୍ଷ ଡ଼. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ପ୍ରଶାସନିକ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀମାନେ ଯୋଗଦେଇ ସମ୍ବଲପୁର ଦିନ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଯେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ଜନକ କବିଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ "ସମ୍ବଲପୁର ଦିନ" ଭାବେ ପାଳନ କରାଯାଉଛି, କାର୍ଯ୍ୟକ୍ରମରେ ରଶ୍ମିପ୍ରଭା ମଥାନ,bha
Read More News
T & CPrivacy PolicyContact Us