Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉରେ ୨ ମଦ ବ୍ୟବସାୟୀ ଗୀରଫ, ମଦ ଜବତ

Dhenkanal Sadar, Dhenkanal | May 22, 2025
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧ ବାର ଦିନ ଅବକାରୀ ବିଭାଗ ପକ୍ଷରୁ ସକାଳୁ ସନ୍ଧ୍ୟା ପାର୍ଯ୍ୟନ୍ତ ଚଢାଉ କରାଯାଇଥିଲା। ଚଢ଼ଉରେ ୨ଜଣ ମଦ ବ୍ୟବସାୟୀଙ୍କୁ ଗୀରଫ କରିବା ସହିତ ମଦ ଜବତ କରାଯାଇଥିବା ସୁଚନା ମିଳିଛି ।
Read More News
T & CPrivacy PolicyContact Us