Download Now Banner

This browser does not support the video element.

ଗୋବିନ୍ଦପୁର: ସାଗରା ନିକଟ ରେଳ ଲାଇନ୍ ରେ ଟ୍ରେନ ଧକ୍କା ରେ ଗୁରୁତର ମାଇ ହାତୀର ମୃତ୍ୟୁ, ତନାଘନା ଆରମ୍ଭ କଲା ବିଭାଗ

Govindpur, Sambalpur | Sep 5, 2025
ସାଗରା ଓ ସୋନାଖାନ ରେଳ ଷ୍ଟେସନ ମଝିରେ ଟ୍ରେନ ଧକ୍କା ରେ ଏକ ମାଇ ହାତୀ ଗୁରୁତର ଆହତ ହୋଇଥିଲା। ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ପାଇଁ ନେବା ସମୟରେ ଉକ୍ତ ହାତୀ ର ମୃତ୍ୟୁ ହୋଇ ଯାଇଥିଲା। ସାଗରା ଓ ସୋନାଖାନ ଅଞ୍ଚଳ ରେ ଥିବା ରେଳ ଲାଇନ ହାତୀ ଙ୍କ ଚଳା ପଥ ଥିବା ବେଳେ ହାତୀଙ୍କ ଗତିବିଧି କୁ ନେଇ ରେଳ ବିଭାଗ ଓ ଟ୍ରେନ ଚାଳକ ଙ୍କୁ ଅବଗତ କରାଯାଇଛି। ମାତ୍ର ଉକ୍ତ ଦୁର୍ଘଟଣା କୁ ନେଇ ବର୍ତ୍ତମାନ ରେଳ ବିଭାଗ ଓ ବନ୍ ବିଭାଗ ମଧ୍ୟ ଏହାର ତର୍ଜମା ଆରମ୍ଭ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ମାନେ ଘଟଣସ୍ଥଳରେ ପହଞ୍ଚିବିଭିନ୍ନ ଯାଞ୍ଚ କରିଥଲେ।
Read More News
T & CPrivacy PolicyContact Us