Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସଦର ସୁବାସ ଛକ ନିକଟ ମସଜିଦରେ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନ ପାଳନ ସହ ଶୋଭାଯାତ୍ରା ଅନୁଷ୍ଠିତ

Malkangiri, Malkangiri | Sep 5, 2025
ମାଲକାନଗିରିରେ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନକୁ ବେସ ଉତ୍ସାହର ସହ ପାଳନ କରାଯାଇଛି। ବହୁତ ମୁସଲମାନ ସମ୍ପ୍ରଦାୟରେ ଏହି ଦିନଟିକୁ ସ୍ମୃତି, ଶ୍ରଦ୍ଧା ଓ ଶିକ୍ଷାର ଦିନ ଭାବେ ପାଳନ କରାଯାଏ। ପ୍ରଫେଟଙ୍କ ଜୀବନ ଓ ଆଦର୍ଶ ସ୍ମରଣ ଓ ତାଙ୍କର ସଦାଚାର, ନ୍ୟାୟ, କରୁଣା, ସହିଷ୍ଣୁତାକୁ ସ୍ମରଣ କରିବା ସହ କୁରଆନ୍ ଓ ହଦିସ୍‌ର ବାର୍ତ୍ତା ପ୍ରଚାର କରି ଲୋକଙ୍କୁ ଧର୍ମ, ନୀତି ଓ ସାଧୁଜୀବନର ପଥରେ ପ୍ରେରିତ କରିବା ଏହାର ମୁଖ୍ୟ ଉଦେଶ୍ୟ ରଖାଯାଇଛି। ଏକତା ଓ ସମାଜିକ ସନ୍ଦେଶ, ସହଯୋଗ ଓ ଭାଇଚାରାକୁ ଜୋରଦାର କରିବା ଏହାର
Read More News
T & CPrivacy PolicyContact Us