Download Now Banner

This browser does not support the video element.

ଦିଗପହଣ୍ଡି: ବାଦପୁର ଗାଁରେ ଡାକମେଳା ଅନୁଷ୍ଠିତ

Digapahandi, Ganjam | Aug 23, 2025
ଗଂଜାମ ଜିଲ୍ଲା ବାଦପୁର ଗାଁରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳା ଅ।ଜି ଦିନ 12 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ବାଦପଡା ଗ୍ରାମ ସମେତ ଅ।ଖପାଖ ଗ୍ରାମର ପ୍ରାୟ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଡାକ ମେଳା ମାଧ୍ୟମରେ ଡାକ ସେବା ଓ ତାର ବ୍ୟବହାର ଲାଭଦାୟକ ଉପରେ ଲୋକଙ୍କୁ ସଚେତନତା କରାଯାଇଥିବା ବେଳେ ଦିଗପହଣ୍ଡି ଓ ଜିଲ୍ଲା ଡାକ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଲୋକଙ୍କୁ ସଚେତନତା କରାଇଥିବାର ସୂଚନା ମିଳିଛି ।
Read More News
T & CPrivacy PolicyContact Us