Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଶାନ୍ତି ଶୃଙ୍ଖଳା ରେ ଫିରିଙ୍ଗିଆ ରେ ସରିଲା ଗଣେଶ ପୂଜା ବିସର୍ଜନ I

Phulabani Town, Kandhamal | Aug 31, 2025
ଶାନ୍ତି ଶୃଙ୍ଖଳା ରେ ଫିରିଙ୍ଗିଆ ରେ ସରିଲା ଗଣେଶ ପୂଜା ବିସର୍ଜନ I ଫମ୍ସନ କମିଟି ର ବିସର୍ଜନ ରେ ମୁଖ୍ୟ ଆକର୍ଷଣ ସାଜିଲା ଅଘୋରୀ ନୃତ୍ୟ I ସମ୍ୱଲପୁରୀ ଦୂଲଦୁଲି ବାଜରେ କମ୍ପିଲା ପୁରା ସହର I ଫିରିଙ୍ଗିଆ, ୩୧/୦୮()କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଏବଂ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ବିସର୍ଜନ ଶାନ୍ତି ଶୃଙ୍ଖଳାର ସହ ସାରିଛି I ଚଳିତ ବର୍ଷ ଫିରିଙ୍ଗିଆ ବ୍ଲକ ରେ ପ୍ରାୟ ପଚାର ରୁ ଅଧିକ ଜାଗାରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଫିରିଙ୍ଗିଆ ସହର ର ଗଣେଶ ମାର୍କେଟ ରେ ଥିବା ଫମ୍ସନ କମିଟି ର ଗଣେଶ ପୂଜା ର କୋଡିଏ ଫୁଟ ର ମୂର୍ତ୍ତି ଓ ମଣ୍ଡପ ର
Read More News
T & CPrivacy PolicyContact Us