Download Now Banner

This browser does not support the video element.

ଧର୍ମଶାଳା: ବିଜେପି ରାଜ୍ୟ ସଭାପତିଙ୍କ ସହିତ ମା ବିରଜାଙ୍କ ଦର୍ଶନ କଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Sep 11, 2025
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ମା ବିରଜାଙ୍କ ଦର୍ଶନ କଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କୁଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ କରିଥିଲେ ଓଡିଶା ପ୍ରଦେଶର ବିଜେପି ସଭାପତି ମାନନୀୟ ମନମୋହନ ସାମଲ । ବିଜେପି ସଭାପତି ମାନନୀୟ ମନମୋହନ ସାମଲଙ୍କ ସହିତ ଧର୍ମଶାଳା ବିଧାୟକ ସାମିଲ ହୋଇଥିବା ଗୁରୁବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us