Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ମାଁ ଦୁର୍ଗାଙ୍କ ପବିତ୍ର ଅଷ୍ଟମୀ ପୂଜା ଅବସରରେ ବାଲେଶ୍ୱର ସହରର ମାନସିଂବଜାର ଓ ମାକଲପୁର ପୂଜା ମଣ୍ଡପରେ ଦର୍ଶନ କଲେ ସଦର ବିଧାୟକ
Baleshwar M, Balasore | Sep 30, 2025
ମହାମାୟା ମାଁ ଦୁର୍ଗାଙ୍କ ପବିତ୍ର ଅଷ୍ଟମୀ ପୂଜା ଅବସରରେ ବାଲେଶ୍ୱର ସହରର ମାନସିଂବଜାର ଓ ମାକଲପୁର ପୂଜା ମଣ୍ଡପରେ ମାଁଙ୍କ ଦର୍ଶନ କରିବା ସହ ମଙ୍ଗଳବାର ଦିନ ୧:୩୦ ରେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ନେତୃବୃ୍ନ୍ଦ ଓ ଅଞ୍ଚଳବାସି ଉପସ୍ଥିତ ରହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!