Download Now Banner

This browser does not support the video element.

ଜି ଉଦୟଗିରି: କଳିଙ୍ଗା ଘାଟିରେ ଖସିଲା ବିରାଟ କାୟ ପଥର, ଯାତାୟତ ବାଧାପ୍ରାପ୍ତ

G Udayagiri, Kandhamal | Sep 7, 2025
କଳିଙ୍ଗା ଘାଟିରେ ଖସିଲା ବିରାଟ କାୟ ପଥର, ଯାତାୟତ ବିପଦ ଜନକ. ପ୍ରବଳ ବର୍ଷା ଯୋଗୁଁ ଏକ ବିରାଟ କାୟ ପଥର ପାହାଡ଼ ଉପରୁ ଖସି ରାସ୍ତା ଉପରେ ପଡ଼ିଅଛି. ଏହି ରାସ୍ତା ଦେଇ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଜିଲା କୁ ଶହ ଶହ ଯାନବାହନ ଯାତାୟତ କରିଥାଆନ୍ତି.
Read More News
T & CPrivacy PolicyContact Us