This browser does not support the video element.
ଗୋବିନ୍ଦପୁର: ବାମରା ରେଲୱେ ଫାଟକ ନିକଟରେ ଖେଳଣା ଟଙ୍କା ଦେଇ ଦୋକାନୀଙ୍କୁ ଠକିଲେ ଯୁବକ, ବିଚ୍ ରାସ୍ତାରେ ମାରପିଟ
Govindpur, Sambalpur | Jul 31, 2025
ବାମରା ରେଲୱେ ଫାଟକ ନିକଟରେ ଏକ ପାନ ଦୋକାନ କରିଥିବା ସନ୍ତୋଷ ଆଚାର୍ଯ୍ୟ ଙ୍କୁ ଗୁରୁବାର ଦିନ ମିଟୁପଡ଼ା ର ରାଜୁ ସିଙ୍ଗ ଖେଳଣା ଟଙ୍କା ଦେଇ କିଛି ସାମଗ୍ରୀ କିଣି ନେଇ ଥିଲେ। ପରେ ଏହା ଜାଣି ସନ୍ତୋଷ ରାଜୁ କୁ ଅଟକାଇ ତାଙ୍କୁ ଅସଲି ଟଙ୍କା ଦେବା ପାଇଁ କହିବାରୁ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା। ଉପସ୍ଥିତ ଲୋକ ମାନେ ତାଙ୍କୁ ଛଡାଇ ଥିବା ବେଳେ ଉକ୍ତ ଘଟଣା ର ଭିଡିଓ ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି।