Download Now Banner

This browser does not support the video element.

ପାରଳାଖେମୁଣ୍ଡି: ବର୍ଷା ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Paralakhemundi, Gajapati | Aug 16, 2024
ଆସନ୍ତା କାଲି ଅର୍ଥାତ୍ 17 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷା କୁ ନେଇ ଗଜପତି ଜିଲ୍ଲାକୁ ୱେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଏବେ ସକ୍ରୀୟ ରହିଛି ମୌସୁମୀ । ବର୍ତ୍ତମାନ ରାଜ୍ୟରେ ପାଗ ଟିକେ ଶୁଖିଲା ରହିଥିବା ବେଳେ ଆଜି ଠାରୁ ଗଜପତି ଜିଲ୍ଲାରେ ପୁଣି ବଢିବ ବର୍ଷା । ଆଜି ଠାରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୁର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ଫଳରେ ପ୍ରବଳ ବର୍ଷା ନେଇ ଗଜପତି ଜିଲ୍ଲାକୁ ୱେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ପ
Read More News
T & CPrivacy PolicyContact Us