This browser does not support the video element.
ତେଲକୋଇ: କୃଷ୍ଣପୁର ଗାଁରେ ସାପ କାମୁଡାରେ ନାବାଳିକା ଗୁରୁତର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
Telkoi, Kendujhar | Sep 12, 2025
କୃଷ୍ଣପୁର ଗାଁରେ ସାପ କାମୁଡାରେ ନାବାଳିକା ଗୁରୁତର ମେଡ଼ିକାଲରେ ଭର୍ତ୍ତି ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ସାପ କାମୁଡାରେ ନାବାଳିକା ଗୁରୁତର। ସୁଚନା ଅନୁଯାୟୀ ଗାଁର ତରୁଣ କୁମାର ନାଏକ ଙ୍କ ଝିଅ କମଳିନି ନାଏକ ଘର ନିକଟ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ସାପ କମୁଡ଼ିଥିଲା ସାଙ୍ଗେ ସାଙ୍ଗେ ନାବାଳିକା ଝିଅ ପରିବାର ଲୋକଙ୍କୁ ଜଣେଇବା ପରେ ବାଇକ ଯୋଗେ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଚିକିତ୍ସା ଜାରି ରହିଛି । ଆଜି ଅପରାହ୍ନ ୫ଟା ସମୟର ସୂଚନା ।