Install App
amagaonamakhabar
This browser does not support the video element.
ବୋଲଗଡ: ବେଗୁନିଆ ଅବକାରୀ ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ମଦ ସହ ବାଇକ୍ ଜବତ
Bolagad, Khordha | Sep 4, 2025
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅବକାରୀ ଥାନା ଅଞ୍ଚଳରେ ଚଢ଼ାଉ । ତିନି ହଜାର କେଜି ପୋଚ ନଷ୍ଟ କରିବା ସହ ୪୫୦ଲିଟର ମଦ ଏବଂ ବାଇକ ଜବତ । ଜଣେ ମହିଳାଙ୍କ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ବେଗୁନିଆ ଅବକାରୀ ବିଭାଗ ।
Share
Read More News
T & C
Privacy Policy
Contact Us
Your browser does not support JavaScript!