Download Now Banner

This browser does not support the video element.

ସୋନପୁର: କମସରା ରେ ଶ୍ରୀଗଣେଶ ପୂଜା ଉପଲକ୍ଷେଶହ ସୁନ୍ଦରା କାଣ୍ଡ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ

Sonapur, Subarnapur (Sonepur) | Aug 27, 2025
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କମସରା କନ୍ଧେନ ବୁଢ଼ୀ ପଡ଼ାରେ ଶ୍ରୀଗଣେଶ ପୂଜା ବଡ ଧୁମ ଧାମରେ ପାଳନ ହୋଇଯାଇଛି l ଚଳିତ ବର୍ଷ ଏହି ପୂଜା 25 ବର୍ଷରେ ପଦାର୍ପଣ କରିଥିବା ବେଳେ, ପୂଜାର ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ ସୁଉଚ୍ଚ ମୂର୍ତ୍ତି ପୂଜନ ସାଙ୍ଗକୁ ଅପରାହ୍ନ ପ୍ରାୟ 3.30 ମିନିଟ ପର୍ଯ୍ୟନ୍ତ ସୁନ୍ଦରା କାଣ୍ଡ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ପରାୟଣ ଗାୟିକା
Read More News
T & CPrivacy PolicyContact Us