Download Now Banner

This browser does not support the video element.

କୋଟପାଡ: ମଦ ବିରୋଧ ରେ ବୈପାରୀଗୁଡା ଥାନ ଦ୍ୱାରସ୍ତ ହେଲେ କୋଟ୍ରାକୁଣ୍ଡ ଗ୍ରାମବାସୀ

Kotpad, Koraput | Sep 11, 2025
ମଦ ବିରୋଧ ରେ ବୈପାରୀଗୁଡା ଥାନା ଦ୍ୱାରସ୍ତ ହେଲେ କୋଟ୍ରାକୁଣ୍ଡ ଗ୍ରାମବାସୀ l ଏନେଇ ବୈପାରୀଗୁଡା ଥାନାରେ ଗୁରୁବାର ଅପରାହ୍ନ ୩ ଟା ସମୟରେ ପ୍ରତିକ୍ରିୟା ରଖିଲେ ଗାଁ ଲୋକେ l ସେମାନଙ୍କ ଅଭିଯୋଗ ଅନୁଯାଇ ଗାଁ ରେ ମଦବିକ୍ରି ବନ୍ଦ କରିବାକୁ ଦାବୀ ହୋଇଛି l ମଦ ଲାଗି ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ଏନେଇ ବହୁବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି l. ଏଣୁ ଆଜି ପୁଣି ଥାନା ଦ୍ୱାରସ୍ତ ହୋଇଛନ୍ତି ଅଂଚଳ କୋଟ୍ରାକୁଣ୍ଡ ଗାଁ ଲୋକେ l
Read More News
T & CPrivacy PolicyContact Us