This browser does not support the video element.
ଛତ୍ରପୁର: ଛତ୍ରପୁର ଠାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଣନା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପରିଚାଳନା ସମିତି ସଭା ଅନୁଷ୍ଠିତ
Chhatrapur, Ganjam | Sep 10, 2025
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ୭ତମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଣନା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପରିଚାଳନା ସମିତି ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ସଭାରେ ଜଳ ଯୋଗାଣ ପାଇଁ ଉନ୍ନତ ଧରଣର ସୁବିଧା ହାସଲ କରାଇବା ସହିତ କୃଷି ସମ୍ବନ୍ଧୀୟ ଉତ୍ପାଦନ ବଢାଇବା ଓ ଚାଷୀମାନଙ୍କ ଆୟ ବୃଦ୍ଧି କରାଇବା ଉପରେ ଆଲୋଚନା ହୋଇଥିଲା।