Download Now Banner

This browser does not support the video element.

ଛତ୍ରପୁର: କୋର୍ଟପେଟା ଛକରେ ମହିଳା ଆଇନଜୀବୀଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ

Chhatrapur, Ganjam | Sep 5, 2025
ଗତକାଲି ବ୍ରହ୍ମପୁରରେ ଜୈନିକା ମହିଳା ଆଇନଜୀବୀଙ୍କୁ ମୁଖ୍ୟ ରାସ୍ତାରେ ଅସଦାଚରଣ ସହ ଆଇନଜିବୀ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିବା ଘଟଣା ସହରରେ ସୃଷ୍ଟି କରିଥିଲା ଚାଞ୍ଚଲ୍ୟ।ଗତକାଲି ଅପରାହ୍ନରେ ରେଶ୍ମା କୋର୍ଟରୁ ନିଜ ସ୍ବାମୀଙ୍କ ସହ ଘରକୁ ଯାଉଥିବା ସମୟରେ କୋର୍ଟପେଟା ଛକ ନିକଟରେ ଦୁବୃର୍ତ୍ତଙ୍କ ଦ୍ବାରା ଅସଦାଚରଣ ଓ ଆକ୍ରମଣର ଶୀକାର ହୋଇଥିଲେ ।ଘଟଣାରେ ଶୁକ୍ରବାର ଅପରାହ୍ନରେ ୩ ଅଭିଯୁକ୍ତଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More News
T & CPrivacy PolicyContact Us