This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ଦୁଇ ଜିଲ୍ଲା ତଥା ୧୫୭ ନଂ ଜାତୀୟ ରାଜପଥ ସମୀକ୍ଷା କଲେ ବିଧାୟକ
Phulabani Town, Kandhamal | Sep 30, 2025
କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ଦୁଇ ଜିଲ୍ଲା ତଥା ୧୫୭ ନଂ ଜାତୀୟ ରାଜପଥ ରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ଫଳରେ ସେହି ମୁଖ୍ୟ ରାସ୍ତା ଦେଇ ଯାତାୟାତ କରୁଥିବା ସମସ୍ତ ଯାତ୍ରୀ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେଉଛନ୍ତି।ଉକ୍ତ ଦୁର୍ଘଟଣା ଯୋଗୁଁ ବହୁତ୍ ମାତ୍ରାରେ ଜୀବନ ଜୀବିକା ପ୍ରଭାବିତ ହେଉଥିବାରୁ ଆଜି ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କଲେ ବିଧାୟକ ଉମା ଚରଣ ମଲ୍ଲିକ