This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶନୁସାରେ ଦେଶସାରା ସ୍ୱସ୍ଥ୍ ରହିବା ପାଇଁ ଫିଟ ଇଣ୍ଡିଆ ସାଇକେଲ ଡ୍ରାଇଭ କାର୍ଯ୍ୟକ୍ରମ କରାଯାଇଛି,
Raurkela M, Sundargarh | Aug 24, 2025
ଅଗଷ୍ଟ ୨୪ ତାରିଖ ସକାଳ ୮ଟାରେ ରାଉରକେଲା ଏସପି ଅଫିସ ଠାରେ ଡିଆଜି ଶ୍ରୀ ବ୍ରିଜେଶ ରାୟ ବକ୍ତବ୍ୟରେ କହିଲେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଫିଟ ଇଣ୍ଡିଆ ମୁଭମେଣ୍ଟ ଚାଲିଛି, ଏହି କାର୍ଯ୍ୟକ୍ରମଟିର ଶୁଭାରମ୍ଭ ହୋଇଯାଇଛି,ଏହା ରାଉରକେଲା ଏସପିଙ୍କ ନେତୃତ୍ୱରେ ଫିଟନେସ ସଚେତନତା ପାଇଁ ପ୍ରତ୍ୟେକ ଦିନ ଅଧଘଣ୍ଟା ଫିଟନେସ ଡୋଜ ଅଭିଯାନ ଆରମ୍ଭ ହୋଇଛି, ପୃଥଳତା ଏକ ବଡ଼ ବେମାର ଭାବେ ଉଭା ହୋଇଛି,ଏହି ବଡ଼ ବେମାରରୁ ସୁସ୍ଥ ରହିବା ପାଇଁ ନିଶ୍ଚିତ ଭାବେ ସ୍ୱାସ୍ଥ୍ୟକୁ ଫିଟ ରଖିବା ପାଇଁ ପ୍ରତ୍ୟେକ ଦିନ ସାଇକେଲ ଚଲାଇବା ସଚେତନ ଆରମ୍ଭ କରାଯାଇଛି,