Download Now Banner

This browser does not support the video element.

ବଲାଙ୍ଗୀର: ଢ଼ୋଲମାନ୍ଦଲ ଗ୍ରାମରେ ଯୁବତୀଙ୍କୁ ଅସଦାଚରଣ ଗାଁ କମିଟିରେ ହେଲାନି ସମାଧାନ, ଥାନାରେ ମିଳିଲାନି ନ୍ୟାୟ,ଏସପିଙ୍କ ପାଖରେ ଅଭିଯୋଗ

Balangir, Balangir | Oct 9, 2025
ବଲାଙ୍ଗୀର ତୁରେକେଲା ଗାଁ ଥାନା ଢୋଲ ମାନ୍ଦଲ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବାର ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଏହି ଗାଁର ପୂଜା ବିସର୍ଜନ ସମୟରେ କଳସ ଯାତ୍ରା ରେ ଏହି ଯୁବତୀ ସାମିଲ ଥିଲେ। ଏବଂ କଳସ ଯାତ୍ରା ସମୟରେ ଅଭିଯୁକ୍ତ ଯୁବକ ଆସି ତାଙ୍କୁ ଅସଦା ଚରଣ କରିଥିଲା। ଏପରିକି ବାରମ୍ବାର ତାଙ୍କୁ ମୋବାଇଲରେ ଫଟୋ ଇତ୍ୟାଦି ପଠାଇ ହଇରାଣ କରୁଥିଵା ଅଭିଯୋଗ କରିଛନ୍ତି
Read More News
T & CPrivacy PolicyContact Us