Download Now Banner

This browser does not support the video element.

କବିସୂର୍ଯ୍ୟନଗର: କୋଦଳାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଅଞ୍ଚଳର ସ୍ବାସ୍ଥ୍ୟ ବ୍ଯବସ୍ଥାକୁ ନେଇ ଆଲୋଚନା

Kabisuryanagar, Ganjam | Aug 12, 2025
ଗଞ୍ଜାମ ଜିଲ୍ଲା କୋଦଳା ଗସ୍ତରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ। ମଂଗଳବାର ସକାଳେ ସ୍ବାସ୍ଥ୍ୟ ମନ୍ତ୍ରୀ କୋଦଳାରେ ପହଞ୍ଚିବା ପରେ ତାଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଂଜିତା ସେଠିକଂ ସମେତ ବରିଷ୍ଠ ବିଜେପି ନେତା ଅଶୋକ ତାରିଣୀ, ଚିତ୍ରସେନ ପରିଡା, ମେଡିକାଲ କର୍ମଚାରୀ, ଏନ୍ ଏସି କର୍ମଚାରୀ, ବହୁ ବିଜେପି ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
Read More News
T & CPrivacy PolicyContact Us