Download Now Banner

This browser does not support the video element.

ସିମୁଳିଆ: ସିମୁଳିଆ ଓ ଖଇରା ବ୍ଲକ ର ବିଭିନ୍ନ ସ୍ଥାନ ରେ ଆୟୋଜିତ ରଥଯାତ୍ରା ରେ ଯୋଗଦେଲେ ବିଧାୟକ,

Similia, Balasore | Jun 27, 2025
ବିଭିନ୍ନ ସ୍ଥାନ ରେ ରଥ ଯାତ୍ରା ରେ ଯୋଗ ଦେଲେ ବିଧାୟକ, ସିମୁଳିଆ ଓ ଖଇରା ବ୍ଲକ ର ବିଭିନ୍ନ ସ୍ଥାନ ରେ ଆୟୋଜିତ ରଥଯାତ୍ରା ରେ ଯୋଗ ଦେଲେ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ରଥ ରେ ଛେରା ପହଁରା କରିବା ସହିତ ରଥ କୁ ଟାଣିଥିଲେ, ସମାଜ ର ମଙ୍ଗଳ ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ରେ ପ୍ରାର୍ଥନା କରିଥିଲେ l ଏହି କାର୍ଯ୍ୟକ୍ରମ ଆଜି ଶୁକ୍ରବାର ସଂନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା l
Read More News
T & CPrivacy PolicyContact Us