Download Now Banner

This browser does not support the video element.

ସୋନପୁର: ଆସନ୍ତାକାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି, ଜିଲ୍ଲାରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା

Sonapur, Subarnapur (Sonepur) | Aug 31, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଚାରି ଘଣ୍ଟା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି କରାଯାଇଛି l ଏହି କ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା ଥିବାବେଳେ, ପବନର ବେଗ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ l
Read More News
T & CPrivacy PolicyContact Us