Download Now Banner

This browser does not support the video element.

ଖୋର୍ଦ୍ଧା: ବାଘମାରି ଅଟ୍ରୀ ପାନ୍ଥ ନିବାସରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ

Khordha, Khordha | Sep 6, 2025
ଖୋର୍ଦ୍ଧା ଜିଲ୍ଲା ବାଘମାରି ପଞ୍ଚାୟତ ସ୍ଥିତ ବିଶ୍ଵ ପ୍ରସିଦ୍ଧ ସ୍ବାସ୍ଥ୍ୟ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣ ର ପ।ନ୍ଥ ନିବାସ ଠାରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଜାତୀୟ କଂଗ୍ରେସ ତୃଣମୂଳ ସ୍ତରରୁ କର୍ମୀମାନଙ୍କର ମତାମତ ଭିତ୍ତିରେ ସଭାପତି ଚୟନ କାର୍ଯ୍ୟକ୍ରମ ଆରମ୍ଭ କରିଛି । କଂଗ୍ରେସ ର ଉପସ୍ଥିତ ନେତୃତ୍ୱ ମାନଙ୍କ କହିବା ଅନୁଯାୟୀ ଯେ ପ୍ରତ୍ୟେକ ପଞ୍ଚାୟତ ର କର୍ମୀମାନେ ହିଁ ତାଙ୍କର ସଭାପତି ବାଛିବେ ।
Read More News
T & CPrivacy PolicyContact Us