Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଜାତୀୟ ଆତ୍ମହତ୍ୟା ଓ ତାର ନିରାକରଣ ଦିବସ,ଯୋଗ ଦେଲେ ସିଡିଏମଓ

Baleshwar M, Balasore | Sep 10, 2025
ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭଗୃହରେ ଆଜି ପୂର୍ବାହ୍ନ ୧୧ ଟାରେ ଜାତୀୟ ଆତ୍ମହତ୍ୟା ଓ ତାର ନିରାକରଣ ଦିବସ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସ ପାଳନ ଅବସରରେ ଏ ଏନ ଏମ ତାଲିମ୍ ଶିକ୍ଷାନୁଷ୍ଠାନର ଅଧ୍ୟୟନରତ ଛାତ୍ରୀ ଓ ବିଭିନ୍ନ ବ୍ଲକରୁ ଆସିଥିବା ଗୋଷ୍ଠୀ ସ୍ଵସ୍ଥ୍ୟାଧିକାରି ମାନଙ୍କ ଉପସ୍ଥିତିରେ ଏକ ସଚେତନତା ସଭା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଭାତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More News
T & CPrivacy PolicyContact Us