Install App
arunkshadangi40
This browser does not support the video element.
ଜି ଉଦୟଗିରି: ଜି ଉଦୟଗିରି ଥାନାର ରଟିଙ୍ଗିଆ ପଂଚାୟତ ର ଧlଙ୍ଗଡ଼ାମାହା ଗ୍ରାମର ମାଥିଆଲ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାବର ଜଣା ପଡ଼ିଅଛି
G Udayagiri, Kandhamal | Sep 4, 2025
ଜି ଉଦୟଗିରି ଥାନାର ରଟିଙ୍ଗିଆ ପଂଚାୟତ ର ଧlଙ୍ଗଡ଼ାମାହା ଗ୍ରାମର ମାଥିଆଲ ପ୍ରଧାନ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଜଣା ପଡ଼ିଅଛି. ବେକ ରେ ରଶି ଲଗାଈ ଆତ୍ମହତ୍ୟା କରିଛନ୍ତି. କେଉଁ ପରିସ୍ଥିତି ରେ ଓ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ.
Share
Read More News
T & C
Privacy Policy
Contact Us
Your browser does not support JavaScript!