This browser does not support the video element.
ଖଲ୍ଲିକୋଟ୍: ଲଙ୍ଗଳେଶ୍ବର ରେ ପୋଲିସ ର ଅପରେସନ ପ୍ରହାର; ତିନୋଟି ଦୋକାନରେ ଚଢ଼ାଉ
Khalikote, Ganjam | Sep 4, 2025
ଅପରେସନ ପ୍ରହାର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ଉ ଜାରି ରଖି ଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ଭେଜିପୁଟ ଫାଣ୍ଡି ପୋଲିସ ପକ୍ଷରୁ ଲଙ୍ଗଳେଶ୍ବର ଠାରେ ଅତର୍କିତ ତିନୋଟି ପାନମସଲା ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ବିଭିନ୍ନ ଗୁଟଖା, ଖଇନି ଓ ସିଗାରେଟ ଜବତ କରାଯିବା ସହ ଦୋକାନୀ ମାଲିକ ଙ୍କୁ ନୋଟିସ ଜାରି କରାଯାଇଛି ।