Download Now Banner

This browser does not support the video element.

ସୋନପୁର: ଆସନ୍ତା କାଲି ସକାଳ ୯ଟାରେ ସମଲେଶ୍ବରୀ ମନ୍ଦିର ରୁ ବାହାରିବ ପାହୁର ଯାତ୍ରା ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସୂଚନା ଦେଲା ନୂଆଁଖାଇ କମିଟି।

Sonapur, Subarnapur (Sonepur) | Aug 27, 2025
ଆସନ୍ତା କାଲି ସକାଳ ୯ଟାରେ ସମଲେଶ୍ବରୀ ମନ୍ଦିର ରୁ ବାହାରିବ ପାହୁର ଯାତ୍ରା ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସୂଚନା ଦେଲା ନୂଆଁଖାଇ କମିଟି।ସକାଳ ପାଇଲେ ପଶ୍ଚିମ ଓଡ଼ିଶା ଗଣ ପର୍ବ ନୂଆଁଖାଇ ଚଳ ଚଞ୍ଚଳ ସାରା ସହର।ଏନେଇ ସହରର ନୂଆଁଖାଇ କମିଟି ପକ୍ଷରୁ ଆଜି ସଂଧ୍ୟା ୭ଟାରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆ ଯାଇଛି।ତେବେ କାଲି ସକାଳ ୯ଟାରୁ ସମଲେଶ୍ବରୀ ମନ୍ଦିର ରୂ ପାହୁର ଯାତ୍ରା ବହାରି ସୁରେଶ୍ବରୀ ମନ୍ଦିର ଯାଏଁ ପହଞ୍ଚି ବ ଗଡଜାତ ର ଇଷ୍ଟଦେବୀ ମାଁ ସୁରେଶ୍ବରୀ ଙ୍କ ଠାରେ ପୂଜା ଅର୍ଚନା ସମଗ୍ର ଜିଲ୍ଲାରେ ନିର୍ଦ୍ଧାରିତ ସମୟରେ ଏକ ସାଙ୍ଗରେ ନୂଆଁ ଖାଇବେ ଜିଲ୍ଲା ବାସି।
Read More News
T & CPrivacy PolicyContact Us