Download Now Banner

This browser does not support the video element.

ଝାରସୁଗୁଡା: କେଲଡାମାଲ ସ୍ଥିତ ଛତୁ ଚାଷ କ୍ଲଷ୍ଟର ୟୁନିଟ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ

Jharsuguda, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କେଲଡାମାଲ ସ୍ଥିତ ଛତୁ ଚାଷ କ୍ଲଷ୍ଟର ୟୁନିଟ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ। ତେବେ ଆଜି ଦିନ ସାଢେ ବାରଟା ସମୟରେ କେଲଡାମାଲ ଗସ୍ତକରି ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଛତୁ ଚାଷ କ୍ଲଷ୍ଟର ୟୁନିଟ ପରିଦର୍ଶନ କରି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଙ୍କ ସହିତ ଆଲୋଚନା କରିଥିଲେ। ଛତୁଚାଷ ଦ୍ୱାରା ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହେବା ସହ ସ୍ୱାବଲମ୍ବୀ ହେବା ପାଇଁ SHGର ସଦସ୍ୟାମାନଙ୍କୁ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ପରାମର୍ଶ ଦେଇଥିଲେ।
Read More News
T & CPrivacy PolicyContact Us