Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଉତୁକୁଡା ଗ୍ରାମ ପଞ୍ଚାୟତ ଉତୁକୁଡା ଗ୍ରାମ ରେ ବିଳମ୍ବିତ ରାତିରେ ଅଗ୍ନି କାଣ୍ଡ ବୃଦ୍ଧ ଜଣଙ୍କ ର ଭତ୍ତା ଟଙ୍କା ଓ ରାସନ ଚାଉଳ ପୋଡ଼ି ପାଉଁଶ

Bhadrak Rural, Bhadrak | Sep 3, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତୁକୁଡା ଗ୍ରାମ ପଞ୍ଚାୟତ ରେ ବିଳମ୍ବିତ ରାତିରେ ଅଗ୍ନି କାଣ୍ଡ ଘଟି ବୃଦ୍ଧ ଅମୂଲ୍ୟ ବଳ ଙ୍କ ଘର ର ସମସ୍ତ ଆସବାବପତ୍ର ସହିତ ଭତ୍ତା ଟଙ୍କା ଓ ରାସନ ଚାଉଳ ପୋଡ଼ି ପାଉଁଶ ହୋଇଯାଇଛି। ଇଲେକ୍ଟ୍ରି ସର୍ଟ ସର୍କିଟ ରୁ ଅଗ୍ନି କାଣ୍ଡ ଘଟିଥିବା ଅନୁମାନ କରିଛନ୍ତି ଗ୍ରାମ ବାସୀ। ଅମୂଲ୍ୟ ଙ୍କୁ ସାହା ଭରଷା ହେଉଛି ଭତ୍ତା ଟଙ୍କା ଓ ଗଣ୍ଡିଏ ରାସନ୍ ଚାଉଳ। ଏଭଳି ପରିସ୍ଥିତି ରେ ଅମୂଲ୍ୟ ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି। ଆଜି ଦିନ ୧୦ ଘଟିକା ସମୟରେ ଖବର ହସ୍ତଗତ ହୋଇଛି।
Read More News
T & CPrivacy PolicyContact Us